କରଜା
ଦେଖଣା
କରଜା (ଇତ୍ୟାଦି) —
ଉଚ୍ଚାରଣ: Karajā (etc)
কর্জা
कर्जा
ବୈଦେ. ବି. (ଆ. କର୍ଜ, କର୍ଜା) —
ଦେଣା; ଋଣ; କରଜ. ବୈଦେ ଇତ୍ୟାଦି (ଦେଖ) Loan; karaja etc. (See)
ବିଣ —
୧: କରଜ ଦିଆ ଯାଇଥିବା— (ଯଥା—କରଜା ଧାନ ବା ଟଙ୍କା) ୧. Money (etc) invested on loan.
୨: ଋଣସମ୍ବନ୍ଧୀୟ (ଯଥା—କରଜ, ଖାତା) — ୨. Relating to loan transactions.