Jump to content

କରଜ ନେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜ ନେବା
ଉଚ୍ଚାରଣ: Karaja nebā
কর্জলওয়া कर्जलेना

ଦେ. କ୍ରି —

କରଜ କରିବା; ମହାଜନଠାରୁ ଋଣ ଗ୍ରହଣ କରିବା —To enter into loan; to borrow.