Jump to content

କରଞ୍ଜନିଳୟା

ଉଇକିଅଭିଧାନ‌ରୁ
(କରଞ୍ଜନିଳଯାରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କରଞ୍ଜନିଳୟା
ଉଚ୍ଚାରଣ: Karan̄janiḻayā

ସଂ. ବି. ସ୍ତ୍ରୀ —

ବୃକ୍ଷମାନଙ୍କ ପୁରାଣୋକ୍ତ ମାତା — The mythological mother of all trees.

ବୃକ୍ଷଙ୍କର ମାତା ଯେ କରଞ୍ଜନିଳୟା ଲୋକେ ବର ଦେଲେ ସେ ଏକା କରି ଦୟା କୃଷ୍ଣସିଂହ ମହାଭାରତ. ବନ