Jump to content

କରଟା ଧରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଟା ଧରିବା
ଉଚ୍ଚାରଣ: Karaṭā dharibā
কড়তা ধরা पासंग घरना

ଦେ. କ୍ରି. —

ଧଡ଼ା ଧରିବା; ପାସଙ୍ଗ ପକାଇବା — To restore equipoise to the beam of a scale by putting pieces of earth or stone before weighing an article.