ଶବ୍ଦାର୍ଥ:
କରଟିକା — ଉଚ୍ଚାରଣ: Karaṭikā
ସଂ. ବି. ସ୍ତ୍ରୀ. (କରଟ+ସ୍ବାର୍ଥେ. କ+ସ୍ତ୍ରୀ. ଆ) —
କାକୀ; ମାଈ କୁଆ —A she-crow.