କରଟୁ
ଦେଖଣା
କରଟୁ —
ଉଚ୍ଚାରଣ: Karaṭu
ସଂ. ବି. (କୁ=କୁତ୍ସିତ+ରଟ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଉ; କୁ ସ୍ଥାନରେ କ ଆଦେଶ —
ଜଳଚର ପକ୍ଷୀବିଶେଷ; ଗେଣ୍ଡାଳିଆ ପକ୍ଷୀ —The Openbill (a wading bird); the Numidian Crane.