କରଣି କାଟୁ କରିବା
ଦେଖଣା
କରଣି କାଟୁ କରିବା —
ଉଚ୍ଚାରଣ: Karaṇi kāṭu karibā
ଦେ. ବି —
(ଅମୁକର) କ୍ଷମତା ବା ମହିମା ଅପ୍ରବିହତ ରୂପେ ସଫଳ ହେବା —One's authority being felt; the ascendancy of a person's influence.
(ଯଥା—ଆଜିକାଲି ବିଲାତି ଦଳକଢ଼ା ବିଷୟରେ ଆମ ସବ୍ଡିଭିଜନ ସାହେବଙ୍କ କରଣି ଭାରି କାଟୁ କରୁଛି)