କରଣି ଲେଖା
ଦେଖଣା
କରଣି ଲେଖା —
ଉଚ୍ଚାରଣ: Karaṇi lekha
ଦେ. ବି. —
(ସାଧାରଣତଃ ଓଡ଼ିଶାରେ କରଣମାନେ ଏପରି ଲେଖୁ ଥିବାରୁ)—ଛଟା ବାଟଣା ଲେଖା, ଯେଉଁ ଲେଖା ସହଜରେ ପଢ଼ି ହୁଏ ନାହିଁ —A flowing script which is very difficult to decipher.