କରଣ୍ଡ
ଦେଖଣା
କରଣ୍ଡ —
ଉଚ୍ଚାରଣ: Karaṇḍa
ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) —
୧: ବେତ ବା ବାଉଁଶର ପେଟରା; ପେଡ଼ି —୧. A basket of bamboo or wicker work with lid.
୨: ଥଳି —୨. Bag; pouch.
୩: ମଧୁଚକ୍ର; ମହୁଫେଣା —୩. Bee hive.
୪: ଖଡ୍ଗ —୪. sword.
୫: ଜଳଚର ପକ୍ଷୀବିଶେଷ; କାରଣ୍ଡବ — ୫. An aquatic bird; a sort of duck.
୬: ଶୈବାଳବିଶେଷ —୬. A kind of moss.
୭: ଭାଣ୍ଡ ବା ପାତ୍ର; ପେଡ଼ା — ୭. A closed receptacle.