କରଣ୍ଡିକ
ଦେଖଣା
କରଣ୍ଡିକ —
ଉଚ୍ଚାରଣ: Karaṇḍika
ସଂ. ବି (କରଣ୍ଡ=ଥଳି+ସମ୍ବନ୍ଧାର୍ଥେ. ଇକ) —
ଯେଉଁ ଜନ୍ତୁଙ୍କ ଗର୍ଭରେ ସନ୍ତାନଙ୍କୁ ଶିଶୁ ଅବସ୍ଥାରେ ବହନ କରିବା ନିମନ୍ତେ ଚର୍ମମୟ କରଣ୍ଡ ବା ଥଳି ପରି ଗୋଟିଏ ଖୋଲାମୁହଁ ଆବରଣ ଥାଏ; ଦ୍ବିଗର୍ଭ ଜନ୍ତୁ —Marsupial animals; animals having a pouch under the belly for carrying the immature young ones.