କରଣ୍ଡୀ
ଦେଖଣା
କରଣ୍ଡୀ —
ଉଚ୍ଚାରଣ: Karaṇḍī
ସଂ. ବି—(କରଣ୍ଡ+ଅଛି ଅର୍ଥରେ. ଇନ; ୧: ମା. ୧: ବ. ଏ ମାଛଙ୍କ କଣ୍ଠ ଓ ପେଟ ମଧ୍ୟରେ ଗୋଟିଏ ଥଳି ବା ବଟୁଆ ଆକୃତିର ପୁଳା ଦେଖାଯାଏ)
କେରାଣ୍ଡୀମାଛ — Barbus chola; a kind of fish.