Jump to content

କରଣ ମର୍ୟ୍ଯାଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଣ ମର୍ୟ୍ୟାଦା
ଉଚ୍ଚାରଣ: Karaṇa marj̄yādā

ଦେ. ବି —

୧: ଉତ୍କଳୀୟ କରଣ ସମାଜରେ ପ୍ରଚଳିତ ସାମାଜିକ ଆଡ଼ମ୍ବର ଓ ରୀତି — ୧. Grandeur and usages obtaining in the Karaṇa society of Orissa.

୨: (ଲକ୍ଷଣାର୍ଥ) ସାଡ଼ମ୍ବର ରୀତି — ୨. (figurative) Outward grandeur (generally).