କରଣ ସାଆନ୍ତ
ଦେଖଣା
କରଣ ସାଆନ୍ତ —
ଉଚ୍ଚାରଣ: Karaṇa sāānta
ଦେ. ବି —
୧: କରଣଜାତୀୟ ବିଶିଷ୍ଟ ବ୍ୟକ୍ତି — ୧. A nobleman of the Karaṇa caste.
୨: ବର ସଙ୍ଗେ ବରୟାତ୍ରୀରୂପେ ଆଗତ ବରଙ୍କ ବନ୍ଧୁ— ବାନ୍ଧିବବିଶିଷ୍ଟ କରଣ ବ୍ୟକ୍ତି — ୨. A noted relative of a bridegroom of the Karaṇa caste who accompanise the bridegroom to the marriage.