କରତଃ
ଦେଖଣା
କରତଃ —
ଉଚ୍ଚାରଣ: Karataḥ
করতঃ
ଦେ. ଅ (କୃ ଧାତୁରେ ତସ୍ ପ୍ରଯୋଗ; ଅଶୁଦ୍ଧ ପ୍ରଯୋଗ ବଙ୍ଗଳାରୁ ଅନୁକୃତ) —
୧: କରୁ କରୁ; କରିବା ଅବସ୍ଥାରେ — ୧. While doing; in the act of doing.
୨: କରି —୨. Doing.
୩: କରିସାରି —୩. Having done.
(ଯଥା—ସେ ତାଙ୍କର ଦୁର୍ନାମ କରତଃ ସ୍ଥାନ ତ୍ୟାଗ କଲେ)