Jump to content

କରତଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତଳ
ଉଚ୍ଚାରଣ: Karataḻa

(କରପୃଷ୍ଠ—ବିପରୀତ)

ସଂ. ବି. (୬: ଷ୍ଠୀ ତତ୍; କର+ତଳ) —

୧: ହାତର ଲେଡ଼ି ପାଖ — ୧. Palm of the hand.

୨: ଅଧୀନତା —୨. Subjection.

ଗ୍ରା. (ଇତର) ବି. —

କଡ଼ତଳ — The place below one's sides.