କରତାଇବା
ଦେଖଣା
କରତାଇବା —
ଉଚ୍ଚାରଣ: Karatāibā
করাত করান
ଦେ. କ୍ରୀ.
୧: (ଅଣିଜନ୍ତ ଅର୍ଥରେ ଣିଜନ୍ତ ପ୍ରଯୋଗ)— କରତିବା; କର୍ତ୍ତନ କରିବା — ୧. To saw; to cut.
ଖର କର କିର କରତାଇଲାଟି ପ୍ରତ୍ୟକ୍ଷେ ଦକ୍ଷକୁମାରୀ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
୨: (କରତିବା କ୍ରିୟାର ପ୍ରଯୋଜକ ରୂପ) କର୍ତ୍ତନ କରାଇବା — ୨. To cause to be cut or sawn.
(ଯଥା—ସେ ପଇସା ଦେଇ କାଠଟି କରତାଇଲେ)