Jump to content

କରତାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତାଳ
ଉଚ୍ଚାରଣ: Karatāḻa

ସଂ. ବି. (୬: ଷ୍ଠୀ ତତ୍ କର+ତାଳ) —

୧: ଦୁଇ କରର ପରସ୍ପର ଅଭିଘାତ; ହାତତାଳି — ୧. Clapping of the hands; clap.

୨: କାଠ ବା କଂସା ନିର୍ମିତ ବାଦ୍ୟୟନ୍ତ୍ରବିଶେଷ, ୟାହାର ଦୁଇ ଫାଳକୁ ଦୁଇ ବା ଏକ ହାତରେ ଧରି ଆଘାତ କରାଯାଏ — ୨. A pair of cymbals made of bellmetal or wood for beating to tune; castanets.

ବଜାଇ ଖେମଟା ତାଳ, କରତାଳ କୁତୂହଳ, ନାଚନ୍ତି ନନ୍ଦଦୁଲାଳ, ଗୋପ ମଗର ଚହଳ ପଦ୍ମନାଭଦେବ. ସଙ୍ଗୀତ