Jump to content

କରତାଳି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତାଳି ଦେବା
ଉଚ୍ଚାରଣ: Karatāḻi debā
হাততালী দেওয়া हाततालीबजाना

ଦେ. କ୍ରି —

୧: ହାତତାଳି ଦ୍ବାରା ଉପହାସ ବା ଥଟ୍ଟା କରିବା — ୧. To clap the hands in derision.

ଦେଲେ ପିଲାମାନେ ଦାରୁଣ ଆନନ୍ଦେ କରତାଳି ହସି ହସି ନନ୍ଦକିଶୋର. ନିର୍ଝରିଣୀ

୨: ଦୁଇ ହାତରେ ତାଳି ମାରିବା — ୨. To clap the hands.

୩: ସଭାରେ ବକ୍ତାଙ୍କ ବକ୍ତୃତାର ଅଂଶବିଶେଷକୁ ହାତ— ତାଳିଦ୍ବାରା ବାହାବା କରିବା — ୩. To applaud portions of a speech with the clap of hands.