Jump to content

କରତି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତି ହେବା
ଉଚ୍ଚାରଣ: Karati hebā
कटना

ଦେ. କ୍ରି —

୧: କରତଦ୍ବାରା କାଟି ହେବା — ୧. To be sawn.

(ଯଥା—ଏ ଟାଣ କାଠ କରିତ ହେଉ ନାହିଁ)

୨: (ଲକ୍ଷଣାର୍ଥ) ଅତ୍ୟନ୍ତ କଷ୍ଟା ପାଇବା — ୨. (figurative) To suffer much.

(ଯଥା—ଏ କଥା ଶୁଣି ମୋ ହୃହୟ କରତି ହେଉଛି)