Jump to content

କରଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଦ
ଉଚ୍ଚାରଣ: Karada

ସଂ. ବିଣ. (କର+ଦା+କର୍ତ୍ତୃ. ଅ) —

୧: ଯେ କରି ଦିଏ — ୧. Paying rent; rentpaying.

୨: ଯେଉଁ ସାମନ୍ତରାଜ ସମ୍ରାଟଙ୍କୁ ରାଜସ୍ବ ଦିଅନ୍ତି — ୨. Tributary (chief.)