କରଦନ
ଦେଖଣା
କରଦନ —
ଉଚ୍ଚାରଣ: Karadana
ଦେ. (ପଦ୍ୟ) ବି (ସଂ.କର୍ଦ୍ଦନ) —
କର୍ଦ୍ଦନ (ଦେଖ) Karddana (See)
ଭୀମ ସେହିରୂପେ କୁରୁଙ୍କ କରଦନ; କଲେ ଏକା ହୋଇ ବିନ୍ଧିଣ ମାରଗଣ—କୃଷ୍ଣସିଂହ. ମହାଭାରତ. ଭୀଷ୍ମ
କରଦନ —
ଉଚ୍ଚାରଣ: Karadana
ଦେ. (ପଦ୍ୟ) ବି (ସଂ.କର୍ଦ୍ଦନ) —
କର୍ଦ୍ଦନ (ଦେଖ) Karddana (See)
ଭୀମ ସେହିରୂପେ କୁରୁଙ୍କ କରଦନ; କଲେ ଏକା ହୋଇ ବିନ୍ଧିଣ ମାରଗଣ—କୃଷ୍ଣସିଂହ. ମହାଭାରତ. ଭୀଷ୍ମ