କରନ୍ଯାସ
ଦେଖଣା
କରନ୍ୟାସ —
ଉଚ୍ଚାରଣ: Karanyāsa
ସଂ. ବି. (କର+ନ୍ୟାସ) —
୧: (୭: ମୀ ତତ୍) ଜପ କରିବା ପୂର୍ବରୁ ଜପମନ୍ତ୍ରର ଅଂଶମାନୁଙ୍କୁ ଭିନ୍ନ ଭିନ୍ନ କରାଙ୍ଗୁଳିରେ କଳ୍ପନା ଦ୍ବାରା ସ୍ଥାପନ କରିବା ବିଧି; ମନ୍ତ୍ର ପାଠ କରି ଆଙ୍ଗୁଠିର ପବରେ ଅଙ୍ଗୁଷ୍ଠାଗ୍ରର ଅର୍ପଣ —୧. A ritual used during worship in which different portions of a formula are imagined to be laid on different fingers of the hand.
୨: (୬: ଷ୍ଠୀ ତତ୍) କୌଣସି ବସ୍ତୁରେ ହସ୍ତବିନ୍ୟାସ; ହସ୍ତାର୍ପଣ — ୨. The laying of the hands on some object.