Jump to content

କରପଇଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରପଇଠି
ଉଚ୍ଚାରଣ: Karapaiṭhi

ଦେ. ବି —

୧: କରପଇଠ (ଦେଖ) ୧. Karapaiṭha (See)

ପାବଚ୍ଛେ ପାଦଚ୍ଛେ ମହୀମଣ୍ଡନା ଓହ୍ଲାଇ କରପଇଠି ବିମ୍ବୋଷ୍ଠୀ ସଖୀକରେ ଦେଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨: କରପୃଷ୍ଠ; ଲେଡ଼ିର ଅପର ପାଖ; ହାତ ପାପୁଲି) — ୨. The back of the palm.