କରପଟ
ଦେଖଣା
କରପଟ —
ଉଚ୍ଚାରଣ: Karapaṭa
ଗ୍ରା. (ଇତର) ବି. (ସଂ. କର୍ପଟ) —
୧: ବସ୍ତ୍ରଖଣ୍ଡ — ୧. A piece of cloth.
୨: ଛିଣ୍ଡା କନା —୨. Rags.
୩: କୌପୁନି —୩. A strip of cloth covering only the private parts of the body.
ଗ୍ରା. (ଇତର) କ୍ରି. ବିଣ —
କଡ଼ ବାଗରେ — Sideways; sidewise.