କରପଲ୍ଲବ
ଦେଖଣା
କରପଲ୍ଲବ —
ଉଚ୍ଚାରଣ: Karapallaba
ସଂ. ବି. (ଉପମିତ କର୍ମଧା; କର+ପଲ୍ଲବ; ପଲ୍ଲବ ସଦୃଶ କର) —
୧: ପାଞ୍ଚ ଆଙ୍ଗୁଠି ସନ୍ଧିଶୂନ୍ୟ ହୋଇ ସରଳ ଭାବରେ ପତ୍ର ପରି ବିସ୍ତୃତ ହୋଇଥିବା କରତଳ — ୧. The palm extended plainly with all the five fingers adhering to each other.
୨: ନବପଲ୍ଲବ ପରି ଶୋଭାଯୁକ୍ତ, କୋମଳ ଓ ରକ୍ତାଭ କରତଳ —୨. Reddish and soft palms (compared to new red and tender leaves).
୩: (୬: ଷ୍ଠୀ ତତ୍) ଅଙ୍ଗୁଳି; ହାତ ଆଙ୍ଗୁଠି — ୩. Finger of the hand.
ଦେ. ବି —
ଜଗନ୍ନାଥ ମହାପ୍ରଭୁଙ୍କ ହାତଅଗରେ ଦିଆଯିବା ଚେପଟା ଓ ଗୋଲ ପତ୍ରାକାରରେ ଗ୍ରଥିତ ପୁଷ୍ପମଣ୍ଡଳ — A thin nosegay in the shape of a circular leaf put on the arms of the idol Jagannātha at Puri.