କରପାଳୀ
ଦେଖଣା
କରପାଳୀ —
ଉଚ୍ଚାରଣ: Karapāḻī
ସଂ. ବି. (କରପାଳ+ସ୍ତ୍ରୀ. ଈ. କ୍ଷୁଦ୍ରାର୍ଥେ) —
୧: କ୍ଷୁଦ୍ର ଖଡ୍ଗ — ୧. A scimitar; a small sword.
୨: ଛୋରା; ଛୁରି —୨. Dagger.
୩: କ୍ଷୁଦ୍ର ଗଦାକାର ଦଣ୍ଡ; ମୁଦ୍ଗର —୩. Mace; mallet.