Jump to content

କରପୀଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରପୀଡ଼ା
ଉଚ୍ଚାରଣ: Karapīṟḍ̠ā

ସଂ. ବି. (୬: ଷ୍ଠୀ ତତ୍; କର+ପୀଡ଼ା) —

୧: ଅତିରିକ୍ତ ରାଜସ୍ବ ଦେବା ଯୋଗୁଁ ପ୍ରଜାମାନଙ୍କର ଅନୁଭୂତ କଷ୍ଟ —୧. The difficulty felt by the subjects or tenants owing to excessive taxation.

୨: ପ୍ରଜାମାନଙ୍କ ଉପରେ ଅତିରିକ୍ତ କର ବା ଖଜଣା ବସିବା — ୨. Excessive taxation of the subjects.