Jump to content

କରବଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରବଲା
ଉଚ୍ଚାରଣ: Karabalā
করবালা करबला

ବୈଦେ. ବି. (ଆ. କର୍ବଲା) —

ଅଲିଙ୍କ ପୁତ୍ର ଓ ହଜ୍ରତ୍ ମହମ୍ମଦଙ୍କ ନାତି ହୁସେନ୍ ଯେଉଁ ସ୍ଥାନରେ ହତ ଓ ସମାଧିସ୍ଥ ହୋଇଥିଲେ —୧. The place where Ali's son and Mahammad's grandson Hussain was killed and buried.

[ ଦ୍ର—ଏହା ବାଗ୍ଦାଦ୍ଠାରୁ ଅଳ୍ପ ଦୁରରେ ଅବସ୍ଥିତ ମହମ୍ମଦଙ୍କ ନାତି ହୁସେନ୍ ଏବଂ ତାଙ୍କ ସଙ୍ଗେ ୭୨: ଜଣ ଧର୍ମବୀର ୟୁଦ୍ଧରେ ନିହତ ହୋଇଥିଲେ ତାଙ୍କରି କବ୍ର ଉପରେ ହୁସେନଙ୍କ ସାବତ— ଭାଇ ଆବାସଙ୍କ ନିର୍ମିତ ସ୍ବର୍ଣ୍ଣାବୃତ ସମାଧି ଅଛି]

୨: ମହରମ୍ ପର୍ବର ଯେଉଁ ଦିନ ମୁସଲମାନ୍ମାନେ ତାଜିଆକୁ ନେଇ ଜଳରେ ପକାନ୍ତି ବା ଦଫନ୍ କରନ୍ତି — ୨. The last day of Maharram when the Tajia is thrown into the water.