କରବଶ
ଦେଖଣା
କରବଶ —
ଉଚ୍ଚାରଣ: Karabaṡa
ଦେ. ବିଣ. (୬: ଷ୍ଠୀ ତତ୍; କର+ବଶ) —
କରସ୍ଥିତ; କରାୟତ୍ତ — Placed in the hand.
ସେ ଥିଲେ ତାହା କରବଶ ସଲିଳେ ଦେବେ ବୋଲିବେ ସ୍ବର୍ଗେ ବସ ସଲୀଳେ ଭ଼ଞ୍ଜ. ପ୍ରେମସୁଧାନିଧି
କରବଶ —
ଉଚ୍ଚାରଣ: Karabaṡa
ଦେ. ବିଣ. (୬: ଷ୍ଠୀ ତତ୍; କର+ବଶ) —
କରସ୍ଥିତ; କରାୟତ୍ତ — Placed in the hand.
ସେ ଥିଲେ ତାହା କରବଶ ସଲିଳେ ଦେବେ ବୋଲିବେ ସ୍ବର୍ଗେ ବସ ସଲୀଳେ ଭ଼ଞ୍ଜ. ପ୍ରେମସୁଧାନିଧି