ଶବ୍ଦାର୍ଥ:
କରବାଗରେ — ଉଚ୍ଚାରଣ: Karabāgare
ଗ୍ରା. (ଇତର) କ୍ରି. ବିଣ —
ପାର୍ଶ୍ବକ୍ରମେ; ଅଣେଇବା ପ୍ରକାରେ —Sidewise; flankwise.