Jump to content

କରବାଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରବାଡ଼ିଆ
ଉଚ୍ଚାରଣ: Karabāṟḍ̠īā

ଗ୍ରା. (ଇତର) ବିଣ —

୧: ଏକପାଖିଆ — ୧. Situate on one side.

୨: ଅନ୍ୟ ସମସ୍ତଙ୍କଠାରୁ ବିଚ୍ଛିନ୍ନ; ଏକାଟିଆ — ୨. Isolated from all others.

୩: ଜାତିରେ ଏକଘରିଆ; ସମାଜଚ୍ୟୁତ — ୩. Excommuicated; ostracised.

ଦେ. ବିଣ —

କରବାଡ଼ର ଅଧିବାସୀ (ବ୍ରାହ୍ମଣ) — (a Brahman) Inhabiting a Karabāṟḍ̠a.