କରବାଳ
ଦେଖଣା
କରବାଳ —
ଉଚ୍ଚାରଣ: Karabāḻa
ସଂ. ବି (କର+ବଳ ଧାତୁ+କରଣ. ଅ) —
୧: କରପାଳ; ଡ୍ଗ; ଖଣ୍ଡା —୧. Sword.
୨: ହାତର ନଖ —୨. Finger-nails of the hand.
କରବାଳ —
ଉଚ୍ଚାରଣ: Karabāḻa
ସଂ. ବି (କର+ବଳ ଧାତୁ+କରଣ. ଅ) —
୧: କରପାଳ; ଡ୍ଗ; ଖଣ୍ଡା —୧. Sword.
୨: ହାତର ନଖ —୨. Finger-nails of the hand.