Jump to content

କରବାଳପୁତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରବାଳପୁତ୍ରୀ
ଉଚ୍ଚାରଣ: Karabāḻaputrī

ସଂ. ବି. (୬: ଷ୍ଠୀ ତତ୍; କରବାଳ+ପୁତ୍ରୀ; କ୍ଷୁଦ୍ର କରବାଳ) —

ଛୁରୀ —Knife.

କରବାଳପୁତ୍ରୀ ପ୍ରାଯେ କରରେ କାଟୁଛି କାଯେ—ଦୀନକୃଷ୍ଣ. ରସକଲ୍ଲୋଳ