Jump to content

କରବୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରବୀର
ଉଚ୍ଚାରଣ: Karabīra

ସଂ. ବି (କର+ବୀର୍ ଧାତୁ=ଶୌର୍ୟ୍ୟ ପ୍ରକାଶ କରିବା+ ଅ) —

୧: କରବୀ (ଦେଖ) —୧ Karabī (See)

ଗଭାରୁ କରବୀର କୁସୁମ ତିନି, ଫେଇ ଫୋପାଡ଼ି ଦେଲା ଘନଜଘନୀ— ଉପେନ୍ଦ୍ରଭଞ୍ଜ. ସଙ୍ଗୀତ

୨: ଖଡ୍ଗ —୨. Sword.

୩: ନାଗବିଶେଷ —୩. Name of a mythological serpent.

୪: ଦୈତ୍ୟବିଶେଷ —୪. Name of a demon.

[ଦ୍ର—ଏ ଖର ରାକ୍ଷସର ଜଣେ ସେନାପତି ଥିଲା ଓ ରାମଚନ୍ଦ୍ରଙ୍କ ଦ୍ବାରା ହତ ହୋଇଥିଲା]

୫: ଶ୍ମଶାନ —୫. Cremation ground.

୬: ଦେଶବିଶେଷ —୬. Name of a country.

୭: ତୀର୍ଥବିଶେଷ — ୭. Name of a place of pilgrimage.