କରବୀରୀ
ଦେଖଣା
କରବୀରୀ —
ଉଚ୍ଚାରଣ: Karabīrī
ସଂ. ବି (କରବୀର+ସ୍ତ୍ରୀ. ଈ) —
୧: ଅଦିତି; ଦେବମାତା — ୧. A name of Aditi, the mother of the Gods.
୨: ଉତ୍ତମ ଗବୀ; ସୁଧାର ଗାଈ — ୨. A good cow; a meek cow.
୩: ଏକପୁତ୍ରା ସ୍ତ୍ରୀ —୩. A woman having one son only.
୪: ପୁତ୍ରବତୀ ସ୍ତ୍ରୀ —୪. Mother of male children only.