ଶବ୍ଦାର୍ଥ:
କରଭୂଷଣ — ଉଚ୍ଚାରଣ: Karabhūshaṇa
ସଂ. ବି. (୬: ଷ୍ଠୀ ତତ୍; କର+ଭୂଷଣ) —
କଙ୍କଣ; ବଳୟ; ହାତଖଡ଼ୁ —Bracelet; wristlet.