Jump to content

କରମଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମଣି
ଉଚ୍ଚାରଣ: Karamaṇi

ସଂ. ବି. (ମଧ୍ୟପଦଲୋପୀ; କର+ମଣି) —

କରସ୍ଥିତ ମଣି ବା ରତ୍ନ —A gem got in one's hands; a gem which is in one's possession.

ପର ମଣିତ ରମଣି ଦେଲୁ କରମଣି ଛାଡ଼ିଲେ କବିସୂର୍ଯ୍ୟ. ସଙ୍ଗୀତ

ଗ୍ରା. ବି. (ସଂ. କର୍ମ) କର୍ମକର୍ମାଣି; କର୍ମ; ବୈଦିକ କ୍ରିୟାକାଣ୍ଡ — Vedic rituals.