କରମଣିଆଁ
ଦେଖଣା
କରମଣିଆଁ —
ଉଚ୍ଚାରଣ: Karamaṇiāñ
ଦେ. ବିଣ. ପୁଂ. —
ଶାସ୍ତ୍ରୋକ୍ତ କ୍ରିୟାକାଣ୍ଡରେ ଅଭିଜ୍ଞ — Well versed in the prescribedrituals.
ଦେ. ବି. ପୁଂ. —
କୌଣସି ନିତ୍ୟନୈମିତ୍ତିକ ଅନୁଷ୍ଠାନରେ କ୍ରିୟା— କାଣ୍ଡର ଅନୁଷ୍ଠାନକର୍ତ୍ତା ବା ପୁରୋହିତ — The performer or officiating priest at the rituals in a religious ceremony.