Jump to content

କରମର୍ଦ୍ଦନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମର୍ଦ୍ଦନ
ଉଚ୍ଚାରଣ: Karamarddana

ସଂ. ବି. (୬: ଷ୍ଠୀ ତତ୍ କର+ମର୍ଦ୍ଦନ) —

ମିଳିତ ବନ୍ଧୁ— ଦ୍ବୟଙ୍କର ପରସ୍ପର ହସ୍ତମର୍ଦ୍ଦନ — Pressing or shaking of hands by two friends meeting toghether .