Jump to content

କରମାଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମାଳା
ଉଚ୍ଚାରଣ: Karamāḻā

ସଂ. ବି (କର+ମାଳା; ମଧ୍ୟପଦଲୋପୀ) —

୧: ଜପାମାଳା — ୧. String of beads; rosary.

୨: (ମାଳାରୂପେ ବ୍ୟବହୃତ କର) ଜପସଂଖ୍ୟାନିରୂପକ କରାଙ୍ଗୁଳିର ପବ —୨. The finger-jionts doing duties for a rosary during the chanting of mystic formulae.

[ଦ୍ର—ଶକ୍ତିଉପାସକମାନେ ଅନାମିକାର ମଧ୍ୟମ ପର୍ବରୁ ଆରମ୍ଭ କରି ମୂଳପର୍ବ, କନିଷ୍ଠାର ମୂଳ, ମଧ୍ୟ ଓ ଅଗ୍ର, ପରେ ଅନାମିକାର ଅଗ୍ର ପରେ ମଧ୍ୟମାର ଅଗ୍ର, ଏବଂ ତର୍ଜନୀର ଅଗ୍ର, ମଧ୍ୟ ଓ ମୂଳ ଏହି ଦଶ ପର୍ବରେ ଦଶ ସଂଖ୍ୟକ ଜପ କରନ୍ତି ମତାନ୍ତରରେ ମଧ୍ୟମାର ଅଗ୍ରଠାରୁ ମଧ୍ୟମାର ମଧ୍ୟ ଓ ମୂଳକୁ ଯାଇ ସେଠାରୁ ତର୍ଜନୀର ମୂଳଠାରେ ଦଶସଂଖ୍ୟକ ଜପ ଶେଷ କରନ୍ତି]