Jump to content

କରମୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମୂଳ
ଉଚ୍ଚାରଣ: Karamūla
বানী करदा

ଦେ. ବି (ସଂ. କୃ ଧାତୁ+ମୂଲ୍ୟ) —

ଅଳଙ୍କାର ଓ ବାସନ ଆଦି ଗଢ଼ିବା ନିମନ୍ତେ କାରିଗରକୁ ଦିଆଯିବା ମଜୁରି; ବାଣ —Wages paid to a labourer for preparing ornament, utensil, cloth etc.

[ଦ୍ର—ସାଧାରଣତଃ କଂସା ବା ପିତଳବାସନ ବଦଳାଇଲେ ନୂଆ ବାସନରେ ଓଜନରେ ପୁରୁଣା ବାସନ ଦିଆଯିବା ପରେ କରମୂଳ ଧନ ଆଧିକା ଦିଆଯାଏ ସେହିଠାରେ ଏ ଶବ୍ଦର ପ୍ରଯୋଗ ହୁଏ]