Jump to content

କରମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମ୍ବ
ଉଚ୍ଚାରଣ: Karamba

ସଂ. ବି (କୃ ଧାତୁ=କରିବା+ସଂଜ୍ଞାର୍ଥେ.ଅମ୍ବ; କ=ଜଳ+ ରମ୍ବ ଧାତୁ=ଶବ୍ଦ କରିବା; ପ୍ରେରଣ କରିବା+କର୍ତ୍ତୃ. ଅ) —

ମିଶ୍ରଣ —The mixing together of things.

ସଂ. ବିଣ —

ମିଶ୍ରିତ —Mixed.