Jump to content

କରରୁହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରରୁହ
ଉଚ୍ଚାରଣ: Kararuha

ସଂ. ବି (ଉପପଦ ତତ୍; କର+ରୁହ ଧାତୁ=ଜନ୍ମିବା+ କର୍ତ୍ତୃ. ଅ) —

୧: ନଖ —୧. Finger-nail;claw.

୨: ଅଙ୍ଗୁଳି —୨. Finger.

୩: କରବାଳ —୩. Sword.