Jump to content

କରଷିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଷିବା
ଉଚ୍ଚାରଣ: Karashibā
करषना

ଦେ. (ପଦ୍ୟ) କ୍ରି. (ସଂ. କର୍ଷଣ) —

୧: ଝାଙ୍କିବା; ଟାଣିବା — ୧. To draw tightly; to pull.

ବାମ କରେ କରଷି ଧରିଣ ମୋର ବାଳା ରାଧାନାଥ. ବେଣୀସଂହାର

୨: ଚଷିବା; ଚାଷ କରିବା —୨. To plough.

ବିପ୍ରେ ଯେ ତାର ୟଜ୍ଞକାଳେ ମହୀ କରଷିଲେ ଲଙ୍ଗଳେ ଜଗନ୍ନାଥ ଭାଗବତ