Jump to content

କରସୂତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରସୂତା
ଉଚ୍ଚାରଣ: Karasūtā
ঘুনসী करधनी

ଦେ. ବି. (ସଂ. କର+ ସୂତ୍ର) —

୧: କରଧନି (ଦେଖ) ୧. Karadhani (See)

୨: ବିବାହାଦି ମାଙ୍ଗଳିକ କାର୍ୟ୍ୟରେ କରରେ ବନ୍ଧାହେବା ସୂତା; ମଙ୍ଗଳସୂତ୍ର —୨. The thread tied in the hands on ceremonial accasions.