Jump to content

କରସ୍ପର୍ଶନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରସ୍ପର୍ଶନ
ଉଚ୍ଚାରଣ: Karasparṡana

ସଂ. ବି. (୬: ଷ୍ଠୀ ତତ୍; କର+ ସ୍ପର୍ଶନ) —

ନୃତ୍ୟରେ ଉତ୍ପ୍ଲୁତ— କରଣରେ ୩୬: ଭେଦରୁ ଏକତମ; ନାଟୁଆମାନେ ଭାଙ୍ଗିବା ଏକ ପ୍ରକାରର ବନ୍ଧ (ଏଥିରେ ବେକକୁ ତଳକୁ କରି ଗୋଡ଼କୁ ପଛଆଡ଼ ବାଟେ ବୁଲାଇ ମୁଣ୍ଡ ଉପରକୁ ଆଣି କୁକ୍କୁଟାସନ ରଟନା କରି ଦୁଇ ହାତକୁ ଓଲଟାଇବାକୁ ହୁଏ —ହି. ଶବ୍ଦସାଗର) — A kind of athletic pose in the shape of a cock.