Jump to content

କରହାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରହାଟ
ଉଚ୍ଚାରଣ: Karahāṭa

ସଂ. ବି. (କରହ=ପଦ୍ମ+ଅଟଧାତୁ=ଗମନ କରିବା+କର୍ତ୍ତୃ. ଅ; କିମ୍ବା କର=ହସ୍ତ+ହଟ୍ ଧାତୁ=ଦୀପ୍ତ ପାଇବା+ ଅଧିକରଣ. ଅ) —

୧: ପଦ୍ମ ପ୍ରଭାତର ମ୍ବଳ — ୧. The root of lotus.

୨: ମଦନ ବୃକ୍ଷ (ଦେଖ) —୨. Madana (tree) (see)

୩: ଦେଶବିଶେଷ (ମହାରାଷ୍ଟ୍ର ରାଜ୍ୟର ଅନ୍ତର୍ଗତ) — ୩. A country in Western India.

୪: କରହାଟ ଦେଶୀୟ ବ୍ରାହ୍ମଣ — ୪. A Brāhmaṇa living in Karahāṭa country.