କରା
ଦେଖଣା
କରା —
ଉଚ୍ଚାରଣ: Karā
ପ୍ରାଦେ. ବିଣ. (ଅନ୍ୟ ଶବ୍ଦ ସହିତ ବ୍ୟବହୃତ) —
(ସଂ. କୃ. ଧାତୁ) କରିବା —Doing.
କାଳନ୍ଦୀ କେଳି—କରା ଜଗତ ଜୀବନ କୃଷ୍ଣସିଂହ ମହାଭାରତ. କର୍ଣ୍ଣ
ପ୍ରାଦେ. ବି —
୧: (ଗଞାମ)—କୋଚିଳା (ଦେଖ) ୧. Kachiḻā (See)
୨: (ସମ୍ବଲପୁର) (ସଂ. କରକା) କରକା; କୁଆପଥର — ୨. Hail stone.
୩: (ମେଦିନିପୁର) ମେଦିନିପୂର ଅଞ୍ଚଳର ଅନାର୍ୟ୍ୟ ଜାତିବିଶେଷ — ୩. A class of aborigines in Midnapur.
୪: (ଗଡ଼ଜାତ) କରାଖିଆ (ଦେଖ) ୪. Karākhiā (See)
ଦେ. ବି. (ବଙ୍ଗଳା ପ୍ରଯୋଗ) —
କରିବା —Doing.