Jump to content

କରାଘାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଘାତ
ଉଚ୍ଚାରଣ: Karāghāta

ସଂ. ବି. (୩: ୟା ତତ୍; କର+ଆଘାତ) —

କରାଦ୍ବାରା ତାଡ଼ନ — Blow or slap with the hand.