କରାଟ
ଦେଖଣା
କରାଟ —
ଉଚ୍ଚାରଣ: Karāṭa
ଦେ. ବି. (ସଂ. କରଣ୍ଡ) —
୧: ଧାତୁନିର୍ମିତ କ୍ଷୁଦ୍ର ସଂପୁଟକ ବା ଡିବା — ୧. A small closed metal box to keep tiny things in (generally tied in the waist- cloth by females of Orissa.)
[ଦ୍ର—ସ୍ତ୍ରୀମାନେ ଏଥିରେ ଛୋଟ ଛୋଟ ଜିନିଷ ବା ପଇସା ରଖି ଅଣ୍ଟାରେ ମାରନ୍ତି]
କରାଟରେ ହେଙ୍ଗୁ ପଶିବ ! ନାଁ, ମହମହ ହୋଇ ବାସିବ !—ଢଗ
୨: କୁଣ୍ଡ —୨. Tub.
ସୁବର୍ଣ୍ଣ କରାଟରେ ଆଚମନ ନୀତି—ପୀତାମ୍ବର. ନୃସିଂହପୁରାଣ
୩: କାଠଚମ୍ପା (ଦେଖ) ୩. Kāṭhachampā (See)